ଆଖଣ୍ଡଳମଣି ଜାଗର ମେଳା
Akhandalamani Shivaratri Mela
- Phalguna
- ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ
- ଧନିଷ୍ଠା / ଶତଭିଷା
16 February 2026
niyam and paddhati
- ଭଦ୍ରକ ଜିଲ୍ଲାର ଆଡ଼ି ମନ୍ଦିରସ୍ଥିତ ବାବା ଆଖଣ୍ଡଳମଣିଙ୍କ ପୀଠରେ ଅନୁଷ୍ଠିତ ଓଡ଼ିଶାର ଅନ୍ୟତମ ବୃହତ୍ତମ ଜାଗର ଯାତ୍ରା। ରାତ୍ରିସାରା ଲକ୍ଷାଧିକ ଭକ୍ତ ଦୀପ ଜାଳି ଜାଗରଣ କରନ୍ତି ଏବଂ ରାତ୍ରିର ଶେଷ ପ୍ରହରରେ ବାବାଙ୍କ ପୀଠରେ 'ମହାଦୀପ' ଉଠିବା ପରେ ବ୍ରତ ସମାପ୍ତ କରନ୍ତି।
source: Festivals of Odisha (community-compiled reference)