ଆଁଳା ନବମୀ
Anla Navami
- Kartika
- କାର୍ତ୍ତିକ ଶୁକ୍ଳ ନବମୀ
- ଧନିଷ୍ଠା / ଶତଭିଷା
19 November 2026
niyam and paddhati
- ପୁରୀ ସତ୍ୟବାଦୀସ୍ଥିତ ସାକ୍ଷୀଗୋପାଳ ମନ୍ଦିରରେ ଅନୁଷ୍ଠିତ ଅତ୍ୟନ୍ତ ପବିତ୍ର ଉତ୍ସବ। ବର୍ଷକର ଏହି ଗୋଟିଏ ମାତ୍ର ଦିନ ମା’ ରାଧାରାଣୀ 'ଓଡ଼ିଆଣୀ ବେଶ' ଧାରଣ କରନ୍ତି, ଯେଉଁଥିରେ ଭକ୍ତମାନଙ୍କୁ ତାଙ୍କର ଦିବ୍ୟ ଚରଣ (ରାଧାପାଦ) ଦର୍ଶନର ସୌଭାଗ୍ୟ ମିଳେ। ଏହି ଦିନ ଅଁଳା ବୃକ୍ଷ ପୂଜାର ମଧ୍ୟ ମାହାତ୍ମ୍ୟ ରହିଛି।
source: Festivals of Odisha (community-compiled reference)