ବଡ଼ ଦ୍ୱାଦଶୀ
Bada Dwadashi
- Kartika
- କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ
- ରେବତୀ
niyam and paddhati
- ପଞ୍ଚୁକ ବ୍ରତର ଦ୍ୱିତୀୟ ଦିନ। ଶ୍ରୀମନ୍ଦିରରେ ଏହି ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର 'ବାମନ ବେଶ' (ବା ଗରୁଡ଼ ବାହନ ବେଶ) ଅନୁଷ୍ଠିତ ହୁଏ। ହବିଷ୍ୟାଳୀମାନେ ଏହି ଦିନ ତୁଳସୀ ଗଛ ପାଖରେ ଝୋଟି ଚିତ୍ତା ଆଙ୍କି ରାଧା-ଦାମୋଦରଙ୍କ ବିଶେଷ ପୂଜା କରନ୍ତି।
source: Festivals of Odisha (community-compiled reference)