ଚନ୍ଦନ ଯାତ୍ରା
Chandan Yatra
- Baisakha
- ବୈଶାଖ ଶୁକ୍ଳ ତୃତୀୟା (ଅକ୍ଷୟ ତୃତୀୟା)
- ରୋହିଣୀ
20 April 2026
niyam and paddhati
- ଚନ୍ଦନ ଯାତ୍ରା ହେଉଛି ଶ୍ରୀମନ୍ଦିରର ସବୁଠାରୁ ଦୀର୍ଘତମ (୪୨ ଦିନ ବ୍ୟାପୀ) ଉତ୍ସବ। ଏହାର ପ୍ରଥମ ୨୧ ଦିନ 'ବାହାର ଚନ୍ଦନ' ଭାବେ ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ମଦନମୋହନ, ଶ୍ରୀଦେବୀ, ଭୂଦେବୀ ଓ ପଞ୍ଚପାଣ୍ଡବ ଶିବଙ୍କର ନୌକାବିହାର (ଚାପ ଖେଳ) ଅନୁଷ୍ଠିତ ହୁଏ। ଗ୍ରୀଷ୍ମ ପ୍ରକୋପରୁ ମହାପ୍ରଭୁଙ୍କୁ ଶୀତଳ ରଖିବା ପାଇଁ ଶରୀରରେ ଚନ୍ଦନ ଓ କର୍ପୂର ଲେପନ କରାଯାଏ। ଏହି ଦିନ ରଥଯାତ୍ରା ପାଇଁ ରଥ ଅନୁକୂଳ ହୁଏ।
source: Festivals of Odisha (community-compiled reference)