ଧନୁ ଯାତ୍ରା
Dhanu Yatra
- Pousha
- ପୌଷ ଶୁକ୍ଳ ଷଷ୍ଠୀ ରୁ ପୌଷ ପୂର୍ଣ୍ଣିମା
- ଉତ୍ତରାଷାଢ଼ା / ଶ୍ରବଣା
niyam and paddhati
- ବରଗଡ଼ର ଧନୁ ଯାତ୍ରା ହେଉଛି ବିଶ୍ୱର ସବୁଠାରୁ ବୃହତ୍ତମ ଖୋଲା ଆକାଶର ରଙ୍ଗମଞ୍ଚ (Open-air Theatre)। ଏହି ଯାତ୍ରାରେ ସମଗ୍ର ବରଗଡ଼ ସହର କଂସଙ୍କ ମଥୁରା ନଗରୀ ଓ ଅମ୍ବାଭୋନା ଗୋପପୁରରେ ପରିଣତ ହୁଏ। କଂସଙ୍କ ବଧ, କୃଷ୍ଣଲୀଳା ଓ ମହାରାଜ କଂସଙ୍କ ଜୀବନ୍ତ ଅଭିନୟ ଏହାର ମୁଖ୍ୟ ଆକର୍ଷଣ।
source: Festivals of Odisha (community-compiled reference)