ଦୋଳ ପୂର୍ଣ୍ଣିମା
Dola Purnima
- Phalguna
- ଫାଲଗୁନ ପୂର୍ଣ୍ଣିମା
- ଉତ୍ତରାଫାଲ୍ଗୁନୀ / ହସ୍ତା
3 March 2026
niyam and paddhati
- ଦୋଳ ପୂର୍ଣ୍ଣିମା ହେଉଛି ରାଧା-କୃଷ୍ଣଙ୍କ ପ୍ରେମ ଓ ରଙ୍ଗର ପବିତ୍ର ଉତ୍ସବ। ଏହି ଦିନ ଗାଁ ଗାଁରେ ଦେବଦେବୀଙ୍କର ବିମାନ ଦୋଳିରେ ବିଜେ କରି ଘରକୁ ଘର ବୁଲନ୍ତି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ 'ରାଜରାଜେଶ୍ୱର ବେଶ' ଅନୁଷ୍ଠିତ ହୁଏ। ଏହି ଦିନଠାରୁ ଓଡ଼ିଶାରେ ରଙ୍ଗର ପର୍ବ ହୋଲି (ଫାଗୁ ଖେଳ) ଆରମ୍ଭ ହୋଇଥାଏ।
source: Festivals of Odisha (community-compiled reference)