ହେରା ପଞ୍ଚମୀ
Hera Panchami
- Ashadha
- ଆଷାଢ଼ ଶୁକ୍ଳ ପଞ୍ଚମୀ
- ଉତ୍ତରାଫାଲ୍ଗୁନୀ / ହସ୍ତା
18 July 2026
niyam and paddhati
- ରଥଯାତ୍ରା ସମୟରେ ମାଉସୀମା’ ମନ୍ଦିର (ଗୁଣ୍ଡିଚା ଘର)ରେ ଅନୁଷ୍ଠିତ ଅତ୍ୟନ୍ତ ଆକର୍ଷଣୀୟ ନୀତି। ଶ୍ରୀମନ୍ଦିରରୁ ମା’ ଲକ୍ଷ୍ମୀ ରାଗିଯାଇ ପ୍ରଭୁ ଜଗନ୍ନାଥଙ୍କୁ ଭେଟିବା ପାଇଁ ଗୁଣ୍ଡିଚା ମନ୍ଦିରକୁ ବିଜେ କରନ୍ତି ଏବଂ ପ୍ରଭୁ ଫେରିବା ପ୍ରତିଶ୍ରୁତି ଦେବା ପରେ ଫେରିବା ସମୟରେ ରଥ (ନନ୍ଦିଘୋଷ)ର କାଠ ଭାଙ୍ଗି ଶ୍ରୀମନ୍ଦିରକୁ ବାହୁଡ଼ନ୍ତି।
source: Festivals of Odisha (community-compiled reference)