ନବାନ୍ନ ଲାଗି (ଶ୍ରୀକ୍ଷେତ୍ର)
Nabanna Lagi (Srikhetra)
- Margashira
- ମାର୍ଗଶିର ଶୁକ୍ଳ ଲାଗି ତିଥି
- ମୂଳା / ଉତ୍ତରାଷାଢ଼ା
niyam and paddhati
- ଶ୍ରୀମନ୍ଦିରରେ ନୂତନ ଅମଳ ହୋଇଥିବା ଧାନ୍ୟରୁ ପ୍ରସ୍ତୁତ ଚାଉଳ ଓ ଖୀରି-ପୀଠା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଲାଗି ହେବାର ପରମ୍ପରା। ଓଡ଼ିଶାର କୃଷି ସੰସ୍କୃତି ସହ ଶ୍ରୀମନ୍ଦିରର ନିବିଡ଼ ସମ୍ପର୍କର ଏହା ଅନ୍ୟତମ ନିଦର୍ଶନ।
source: Festivals of Odisha (community-compiled reference)