ନୂଆଖାଇ
Nuakhai
- Bhadraba
- ଭାଦ୍ରବ ଶୁକ୍ଳ ପଞ୍ଚମୀ
- ହସ୍ତା (ଗଣନା ଆଧାରିତ)
16 September 2026
niyam and paddhati
- ନୂଆଖାଇ ହେଉଛି ପଶ୍ଚିମ ଓଡ଼ିଶାର ପ୍ରଧାନ ଗଣପର୍ବ ତଥା କୃଷି ଭିତ୍ତିକ ଉତ୍ସବ। ଚାଷୀ ନିଜ ବିଲର ପ୍ରଥମ ଅମଳ ଧାନ୍ୟରୁ ପ୍ରସ୍ତୁତ 'ନବାନ୍ନ' ପ୍ରଥମେ ଇଷ୍ଟଦେବୀ (ମା’ ସମଲେଶ୍ୱରୀ, ମାଣିକେଶ୍ୱରୀ)ଙ୍କୁ ଲାଗି କରେ। ଏହା ପରେ ପରିବାରର ସମସ୍ତ ସଦସ୍ୟ ଏକତ୍ର ବସି ନବାନ୍ନ ଗ୍ରହଣ କରନ୍ତି ଏବଂ 'ନୂଆଖାଇ ଭେଟଘାଟ' ମାଧ୍ୟମରେ ବରିଷ୍ଠମାନଙ୍କୁ ପ୍ରଣାମ କରି ଆଶୀର୍ବାଦ ନିଅନ୍ତି।
source: Festivals of Odisha (community-compiled reference)