ପୌଷ ପୂର୍ଣ୍ଣିମା (ପୁଷ୍ୟାଭିଷେକ)
Pousha Purnima / Pushyabhisheka
- Pousha
- ପୌଷ ପୂର୍ଣ୍ଣିମା
- ପୁଷ୍ୟା
3 January 2026
niyam and paddhati
- ଶ୍ରୀମନ୍ଦିର ତଥା ଓଡ଼ିଶାର ଏକ ପ୍ରାଚୀନ ରାଜକୀୟ ଉତ୍ସବ। ଏହି ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର 'ରାଜରାଜେଶ୍ୱର ବେଶ' ଓ ଦିବ୍ୟ 'ପୁଷ୍ୟାଭିଷେକ' (ରାଜାଭିଷେକ) ସମ୍ପନ୍ନ ହୁଏ। କୃଷିଜୀବୀମାନେ ନିଜର ଶସ୍ୟ ଗଚ୍ଛାତ କରି ଧନଧାନ୍ୟର ପୂଜା କରନ୍ତି ଏବଂ ଗ୍ରାମାଞ୍ଚଳରେ ବିବିଧ ଉତ୍ସବ ଆୟୋଜିତ ହୁଏ।
source: Festivals of Odisha (community-compiled reference)