ରାଧାଷ୍ଟମୀ
Radhastami
- Bhadraba
- ଭାଦ୍ରବ ଶୁକ୍ଳ ଅଷ୍ଟମୀ
- ଜ୍ୟେଷ୍ଠା / ଅନୁରାଧା
19 September 2026
niyam and paddhati
- ଶ୍ରୀକୃଷ୍ଣଙ୍କର ଆହ୍ଲାଦିନୀ ଶକ୍ତି ମା’ ରାଧାରାଣୀଙ୍କର ପବିତ୍ର ଆବିର୍ଭାବ ଦିବସ। ଓଡ଼ିଶାର ସମସ୍ତ ବୈଷ୍ଣବ ମଠ, ସାକ୍ଷୀଗୋପାଳ ମନ୍ଦିର ଓ ଇସ୍କନ୍ ମନ୍ଦିରମାନଙ୍କରେ ଏହି ଦିନ ରାଧା-କୃଷ୍ଣଙ୍କର ସ୍ୱତନ୍ତ୍ର ମହାଅଭିଷେକ, ବେଶ ଓ ଶୋଭାଯାତ୍ରା ଅନୁଷ୍ଠିତ ହୁଏ।
source: Festivals of Odisha (community-compiled reference)