ସରସ୍ୱତୀ ପୂଜା (ଶ୍ରୀ ପଞ୍ଚମୀ)
Saraswati Puja / Sri Panchami
- Magha
- ମାଘ ଶୁକ୍ଳ ପଞ୍ଚମୀ
- ଉତ୍ତରାଷାଢ଼ା / ଶ୍ରବଣା
23 January 2026
niyam and paddhati
- ବିଦ୍ୟା, ଜ୍ଞାନ, ବାଣୀ ଓ ସଙ୍ଗୀତର ଅଧିଷ୍ଠାତ୍ରୀ ଦେବୀ ମା’ ସରସ୍ୱତୀଙ୍କ ଆରାଧନାର ଏହି ପବିତ୍ର ଉତ୍ସବ। ଶ୍ରୀ ପଞ୍ଚମୀ ଦିନ ଛୋଟ ଶିଶୁମାନଙ୍କର 'ଖଡ଼ିଛୁଆଁ' (ବିଦ୍ୟାରମ୍ଭ) ସଂସ୍କାର ସମ୍ପାଦିତ ହୁଏ। ଏହି ଦିନ ସ୍କୁଲ୍ ଓ କଲେଜଗୁଡ଼ିକରେ ହଂସବାହିନୀ ଦେବୀ ସରସ୍ୱତୀଙ୍କ ପୂଜା ଅତ୍ୟନ୍ତ ଧୁମଧାମରେ ପାଳନ କରାଯାଏ।
source: Festivals of Odisha (community-compiled reference)