ସାବିତ୍ରୀ ବ୍ରତ
Savitri Brata
- Jyestha
- ଜ୍ୟେଷ୍ଠ ଅମାବାସ୍ୟା
- ରୋହିଣୀ / ମୃଗଶିରା
16 May 2026
niyam and paddhati
- ସଧବା ଓଡ଼ିଆ ନାରୀମାନଙ୍କର ସ୍ୱାମୀଙ୍କ ଦୀର୍ଘାୟୁ, ନିରାମୟ ଜୀବନ ଓ ମଙ୍ଗଳ କାମନା ପାଇଁ ପାଳିତ ବ୍ରତ। ସତ୍ୟବାନ-ସାବିତ୍ରୀଙ୍କ ପୌରାଣିକ ଆଖ୍ୟାୟିକାକୁ ଆଧାର କରି ନାରୀମାନେ ନୂତନ ବସ୍ତ୍ର ପରିଧାନ କରି ନିର୍ଜଳା ଉପବାସ ରହି ମା’ ସାବିତ୍ରୀ ଓ ଯମଦେବଙ୍କ ପୂଜା ସହ ଫଳମୂଳ ଭୋଗ ଅର୍ପଣ କରନ୍ତି।
source: Festivals of Odisha (community-compiled reference)