ସୁବଚନୀ ପୂଜା
Subachani Puja
- Jyestha
- ଜ୍ୟେଷ୍ଠ / ଆଷାଢ଼ ମାସର ରବିବାର ବା ମଙ୍ଗଳବାର
- ତିଥି / ବାର ପ୍ରଧାନ
niyam and paddhati
- ଓଡ଼ିଶାର ଗ୍ରାମାଞ୍ଚଳରେ ମା’ ସୁବଚନୀଙ୍କର ଆରାଧନା। ଗୃହପାଳିତ ପଶୁଙ୍କ ସୁରକ୍ଷା, ମହାମାରୀ ଦାଉରୁ ଗ୍ରାମକୁ ରକ୍ଷା କରିବା ଏବଂ ପରିବାରର କଲ୍ୟାଣ ପାଇଁ ମହିଳାମାନେ ଖୋଇ, ସିନ୍ଦୂର, ଆଁଳା ଓ କଦଳୀ ନୈବେଦ୍ୟ ଦେଇ ଦେବୀଙ୍କର ନିଷ୍ଠାର ସହ ପୂଜା କରନ୍ତି।
source: Festivals of Odisha (community-compiled reference)